ଗୁଇନ୍ଦା ସୂଚନା: ପାର୍ଲାମେଣ୍ଟ୍‌ ଆକ୍ରମଣ କରିବା ପାଇଁ ଆସୁଛନ୍ତି ଖଲିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ: ସଂସଦରେ ଆକ୍ରମଣ କରିବା ପାଇଁ ଉତ୍ତର ପ୍ରଦେଶର ରେଜିଷ୍ଟ୍ରେସନ୍‌ ନମ୍ବର ଥିବା ଏକ ବିସ୍ଫୋରକ ବୋଝେଇ କାର୍‌ରେ ଦୁଇ ଜଣ ଖଲିସ୍ତାନୀ ଆତଙ୍କବାଦୀ ଦିଲ୍ଲୀ ଅଭିମୁଖେ ଆସିଛନ୍ତି ବୋଲି ଗୁଇନ୍ଦା ଏଜେନ୍‌ସି ଠାରୁ ସୂଚନା ପାଇବା ପରେ କେନ୍ଦ୍ରୀୟ ଏବଂ ନୂଆଦିଲ୍ଲୀ ଜିଲ୍ଲାଗୁଡ଼ିକରେ ବହୁସ୍ତରୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦୁଇ ଆତଙ୍କବାଦୀ ଲଖଓ୍ଵିନ୍ଦର୍‌ ସିଂହ ଏବଂ ପରମିନ୍ଦର୍‌ ସିଂହ ଗୋଟିଏ ଧଳା ଇନୋଭାରେ ନେପାଳ ସୀମାନ୍ତରୁ ଆସୁଛନ୍ତି। … Continue reading ଗୁଇନ୍ଦା ସୂଚନା: ପାର୍ଲାମେଣ୍ଟ୍‌ ଆକ୍ରମଣ କରିବା ପାଇଁ ଆସୁଛନ୍ତି ଖଲିସ୍ତାନୀ ଆତଙ୍କବାଦୀ